27.1 C
Bhubaneswar
Sunday, March 29, 2026
Homeଓଡିଶାପାଣିକୋଇଲିକୁ ଏନ୍ଏସି ଦାବିରେ ବିଜେଡି ପକ୍ଷରୁ ପ୍ରତିବାଦ

ପାଣିକୋଇଲିକୁ ଏନ୍ଏସି ଦାବିରେ ବିଜେଡି ପକ୍ଷରୁ ପ୍ରତିବାଦ

ଯାଜପୁର: ଆଜି ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀ ସ୍ତିତ ପାଣିକୋଇଲି ଏନ୍ ଏସି କୁ ମାନ୍ୟତା ଦେବାକୁ ଦାବି କରି କୋରାଇ ବିଜୁ ଜନତା ଦଳ ପକ୍ଷରୁ ପାଣି କୋଇଲି ଛକ ଠାରେ ବିକ୍ଷୋଭ ଧାରଣା ର ଆନ୍ଦୋଳନ ଦେଖିବାକୁ ମିଳିଥିଲା, ପୁର୍ବତନ ବିଜେଡି ସରକାର ପାଣିକୋଇଲି କୁ ଏନ୍ ଏସିର ଘୋଷଣା କରି ଥିଲେ l ଏନ ଏସି ପାଇଁ କାଯ୍ୟ ଆରମ୍ଭ କରା ଯାଇ ଥିଲା ବର୍ତ୍ତମାନର ଭାଜପା ସରକାର ପାଣିକୋଇଲି କୁ ଏନ ଏସି ତାଲିକା ରୁ ବାଦ ଦେଇ ଛନ୍ତି ବର୍ତମାନ ର ବିଧାୟକ କେବଳ ଖଣ୍ଡିଏ ଚିଠି ଲେଖି ବସି ଛନ୍ତି l ବଡ଼ଚଣା ର ବିଧାୟକ ତାଙ୍କ ର ଦମ ଦେଖାଇ ଚଣ୍ଡିଖୋଲ କୁ ଏନ ଏସି ଘୋଷଣା କରି ଛନ୍ତି l କୋରେଇ ବିଧାୟକ ଙ୍କ ଅପାରଗତା ପଦାରେ ପକାଇଛି l କୋରେଇ ସ୍ୱlବି ମlନ ପ୍ରତି ଡବଲ ଇଞ୍ଜିନ ବିଜେପି ସରକାର ପାଣି କୋଇଲି ପ୍ରତି କୁଠାର ଘାତ କରିଛନ୍ତି କି ରାଜ ନୈତିକ ଦୁଷ୍ଟି ରଖି ପାଣିକୋଇଲି କୁ ଏନ ଏସି ରୁ ବାଦ ଦିଆ ଯାଇଛି ତାହା ପ୍ରଶ୍ନ ବାଚୀ ସୃଷ୍ଟି କରିଛି l

ପାଣି କୋଇଲି କୁ ତୁରନ୍ତ ଏନ ଏସି ଘୋଷଣା କର ଦାବି ନେଇ ଅଜି ରାଜ ରାସ୍ତା କୁ ଓଲ୍ଲାଇଛି ବିଜୁ ଜନତା ଦଳ ପାଣିକୋଇଲି,ପଥରପଦା,ଗୋଳେଇ ପୁର,ବିଡବିରୁହା ଆଦି ପଞ୍ଚାୟତ ବାସୀ ଏକତ୍ରିତ ହୋଇଏହି ଆନ୍ଦୋଳନ କୁ ସମର୍ଥନ ଦେଇ ସରକାରଙ୍କ ବିରୁଦ୍ଧରେ ସ୍ୱର ଉଠାଇ ଛନ୍ତି l କୋରେଇ ବାସି ଙ୍କ ଯୁବ ନେତା ଭାବ ପ୍ରସାଦ ଦାସ ଙ୍କ ନେତୃତ୍ୱ ରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିରାଟ ଶୋଭା ଯାତ୍ରା ରେ ଯୁବକ ମହିଳା ବିଜେଡି ର ନେତୃ ବୃନ୍ଦ ସାମିଲୀ ହୋଇ ଡବଲ ଇଞ୍ଜିନ ସରକାର ବିରୁଦ୍ଧରେ ବିଭିନ୍ନ ନାରା ବାଜି କରି ବିକ୍ଷେlପ ପଦର୍ଶନ କରି ଏକ ପ୍ରତି ବାଦ ସଭା କରି ଥିଲେ ଡବଲ ଇଞ୍ଜିନ ସରକାର ପାଣିକୋଇଲି କୁ ଏନ ଏସି ଘୋଷଣା ନ ଗଲେ ଜାତୀୟ ରାଜ ପଥ ଅଚଳ କରି ଦିଆ ଯିବ ବୋଲି ଆନ୍ଦୋଳନକାରି ମାନେ ସରକାର ଙ୍କୁ ଚେତାବlଣୀ ଉକ୍ତ ଧାରଣା ପ୍ରତି ବାଦ ସଭା ରେ କୋରୋଇ ବାସୀଙ୍କ ସୁଖ ଆଉ ଦୁଃଖର ସାଥି ଭଵପ୍ରସାଦଦାସ ଲଲ ଙ୍କ ସମେତ ହଜାର ହଜାର ଵିଜୁପ୍ରେମି ଓ ବହୁ ବରିଷ୍ଠ ନାଗରିକ,ଯୁବକ,ମା ମାଉସୀ ଏକତ୍ରିତ ହୋଇ ପ୍ରତିବାଦ କରିଥିଲେ ,‌ ସରକାର ଆମ ଦାବି ମାନିନିଅ ପାଣିକୋଇଲି କୁ ଏନ୍ ଏସିର ମାନ୍ୟତା ଦିଅ ,ନ ହେଲେ ଆଗାମି ଦିନରେ ରାଜରାସ୍ତାକୁ ଓହ୍ଲାଇ ତିବ୍ର ପ୍ରିତିଵାଦ କରିବାକୁ ଆହ୍ବାନ ଦେଲେ ବିଜୁଜନତା ଦଳ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking