ସମ୍ବଲପୁର: ହୀରାକୁଦ ଡ୍ୟାମର ଆଉ ୨ଟି ଗେଟ ଖୋଲିଲା । ଏବେ ମୋଟ ୧୬ ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଆଜି ସକାଳେ ଡ୍ୟାମର ଆଉ ୪ଟି ଗେଟ ଖୋଲାହେଲା । ମୋଟ ୧୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିଲା ।