ଗଞ୍ଜାମ: ଘର ଭିତରେ ଘରୋଇ ଫାଇନାନ୍ସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ବାଲୁଗାଁ ନାଚୁଣୀ ଥାନା ଭବାନୀପୁରରେ ଥିବା ଅଫିସ ଭିତରୁ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ନୟାଗଡ ନୂଆ ଗାଁ ଥାନା କରିଆଲାଞ୍ଜି ଗାଁର । ତେବେ କର୍ମଚାରୀଙ୍କ ମୃତ୍ୟୁ କିପରି ହେଲା ତାହା ସ୍ପଷ୍ଟ ହୋଇନି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।










