18.1 C
Bhubaneswar
Saturday, December 6, 2025
Homeଓଡିଶାଓଡିଶାରେ ଓମ ବିର୍ଲା

ଓଡିଶାରେ ଓମ ବିର୍ଲା

ଭୁବନେଶ୍ୱର: ଏୟାରପୋର୍ଟରେ ପହଞ୍ଚିଲେ ଲୋକସଭା ବାଚସ୍ପତି ଓମ ବିର୍ଲା । ଅନୁସୂଚିତ ଜାତି ଓ ଜନଜାତି ଜାତୀୟ ସମ୍ମିଳନୀକୁ କରିବେ ଉଦଘାଟନ । ୧୯୯୪ ପରେ ପ୍ରଥମ ଥର ଓଡିଶାରେ ସଂସଦୀୟ କମିଟିର ବୈଠକ  ଅନୁଷ୍ଠିତ ହେବ । ସମ୍ମିଳନୀରେ ଭାଗ ନେବେ ରାଜ୍ୟସଭା ଉପାଧ୍ୟକ୍ଷ ଓ ୨ କେନ୍ଦ୍ର ମନ୍ତ୍ରୀ । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୨୦୦ରୁ ଅଧିକ ପ୍ରତିନିଧି ଯୋଗଦେବେ । ବିଧାନସଭା କମିଟି ଅଧ୍ୟକ୍ଷଙ୍କ ସହ ୫ ସଦସ୍ୟ ଓ ୪ ବିଧାୟକ ଯୋଗଦେବେ । ଏସସି- ଏସଟି ଉନ୍ନୟନ ସଂସଦୀୟ କମିଟିର ୩୦ ସଦସ୍ୟ ଯୋଗଦେବା କାଯ୍ୟକ୍ରମ  ରହିଛି । ଭୁବନେଶ୍ୱରରେ ୨୯ ଓ ୩୦ ତାରିଖ ୨ ଦିନ ଚାଲିବ ଜାତୀୟ ସମ୍ମିଳନୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking