25.1 C
Bhubaneswar
Tuesday, February 24, 2026
Homeଓଡିଶାନିଜକୁ ଜାଳିଦେଲେ ଆଇନଜୀବୀ

ନିଜକୁ ଜାଳିଦେଲେ ଆଇନଜୀବୀ

ଭୁବନେଶ୍ୱର: ଦେହରେ ପେଟ୍ରୋଲ ଢାଳି ନିଜକୁ ଜାଳି ଦେଲେ ଆଇନଜୀବୀ। ମଞ୍ଚେଶ୍ୱର ଥାନା ପାଣ୍ଡରାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଆଇନଜୀବୀଙ୍କ ଶରୀର ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ଆତ୍ମାହୂତିର କାରଣ ଜଣାପଡ଼ି ନଥିବାବେଳେ ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୁଲିସ ପହଞ୍ଚି ମୃତଦେଦ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇବା ସହ ତଦନ୍ତ ଚଳାଇଛି। ମୃତକଙ୍କ ନାଁ ଦୀପକ ସାହୁ ହୋଇଥିବାବେଳେ ଘର ଛାତ ଉପରେ ନିଆଁ ଲାଗି ସେ ଜଳିଯାଇଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking