ଭୁବନେଶ୍ୱର: ଶସ୍ୟରେ ଅଧିକ ସାର ପ୍ରୟୋଗ କଲେ ଶରୀର ପାଇଁ କ୍ଷତିକାରକ । ସାର ବ୍ୟବହାରକୁ ପସନ୍ଦ କଲେନି କୃଷି ମନ୍ତ୍ରୀ । ସାର ବ୍ୟବହାର କରି ଉତ୍ପାଦନ କଲେ ବିଦେଶକୁ ରପ୍ତାନି ହେବନି । ସମ୍ବଲପୁରରେ ଓୟୁଏଟିର ଆଉ ଏକ କ୍ୟାମ୍ପସ ନିର୍ମାଣ କରାଯିବ । ମୟୁରଭଞ୍ଜ, ବଲାଙ୍ଗୀରରେ କୃଷି କଲେଜ ଖୋଲିବା ନିଷ୍ପତ୍ତି ନିଆଯାଇଛି । ସୋନପୁରରେ ଫିସରି କଲେଜ ନିର୍ମାଣ କରାଯିବ ।










