18.1 C
Bhubaneswar
Saturday, December 6, 2025
Homeଓଡିଶାହୀରାକୁଦର ଆଉ ୪ଟି ଗେଟ ଖୋଲିଲା

ହୀରାକୁଦର ଆଉ ୪ଟି ଗେଟ ଖୋଲିଲା

ସମ୍ବଲପୁର: ହୀରାକୁଦର ଆଉ ୪ଟି ଗେଟ ଖୋଲିଲା । ଉପରମୁଣ୍ଡରୁ ଜଳପ୍ରବାହ ବଢିବାରୁ ଖୋଲିଲା ଗେଟ । ସୂଚନାଥାଉକି, ଆସନ୍ତାକାଲି ଏକାଥରେ ୪ଟି ଗେଟ ଖୋଲାଯାଇଥିଲା । ବାମପାଶ୍ୱର୍ର ୩ ଓ ଡାହାଣ ପାଶ୍ୱର୍ର ଗୋଟିଏ ଗେଟ ଖୋଲାଯାଇଥିଲା ।ଏବେ ମହାନଦୀ ଭିତରକୁ ନ ଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ଡ୍ୟାମ ଜଳସ୍ତର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking