ପାଟଣାଗଡ: ତୃତୀୟ ବାଟାଲିୟନରେ କାର୍ଯ୍ୟରତ ଓଏସପି ଯବାନଙ୍କ ମୃତ୍ୟୁ ହୋଇଛି । ନୂଆଖାଇ ପାଇଁ ଘରକୁ ଆସିଥିବା ବେଳେ ହଠାତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବେଲପଡା ଥାନା ମୁଣ୍ଡାଗାଁରେ ମୃତ ଯବାନଙ୍କ ଘର । ସେ ଟିବି ରୋଗରେ ଆକ୍ରାନ୍ସ ଥିବା ପତ୍ନୀ ଥାନାରେ ଜଣାଇଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡିବ ।










