14.1 C
Bhubaneswar
Sunday, December 7, 2025
Homeଓଡିଶାଫୁଲୁଛି ସୁବର୍ଣ୍ଣରେଖା ନଦୀ

ଫୁଲୁଛି ସୁବର୍ଣ୍ଣରେଖା ନଦୀ

ଜଳଶ୍ୱେର: ବିପଦ ସଂକେତ ଉପରେ ସୁବଣ୍ଣରେଖା ନଦୀର ଜଳସ୍ତର । ରାଜଘାଟଠାରେ ବିପଦ ସଂକେତ ୧୦.୩୬ ମି, ଜଳସ୍ତର ୧୦.୬୨ମି. ବସ୍ତା, ବାଲିଆପାଳ, ଜଳେଶ୍ୱର ଓ ଭୋଗରାଇ ଅଂଚଳ ପ୍ରଭାବିତ ହୋଇଛି ।ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜରୁ ୫ ହଜାର କ୍ୟୁସେକ ପାଣି ଛାଡ଼ିଥିବାରୁ ନଦୀର ଜଳସ୍ତର ବଢ଼ିବା ଆଶଙ୍କା ରହିଛି । ଚଳିତ ବର୍ଷ ସୁବର୍ଣ୍ଣରେଖାରେ ଷଷ୍ଠ ଥର ପାଇଁ ବନ୍ୟା ସମ୍ଭାବନା ଦେଖାଦେଇଛି । ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking