25.1 C
Bhubaneswar
Saturday, February 7, 2026
Homeଓଡିଶାପୁଣି ସ୍ପେଶାଲ ଓଟିଇଟି ସ୍ଥଗିତ

ପୁଣି ସ୍ପେଶାଲ ଓଟିଇଟି ସ୍ଥଗିତ

ଭୁବନେଶ୍ୱର: ପୁଣି ସ୍ପେଶାଲ ଓଟିଇଟି ସ୍ଥଗିତ । ଆସନ୍ତା ୩୧ରେ ହେବାକୁ ଥିବା ସ୍ପେଶାଲ ଓଟିଇଟି ସ୍ଥଗିତ ରହିଛି । ଓଟିଇଟି ସ୍ଥଗିତ ନେଇ ସୂଚନା ଜାରି କଲା ବିଏସଇ । ଅନିବାଯ୍ୟ କାରଣ ପାଇଁ ପରୀକ୍ଷା ସ୍ଥଗିତ ଘୋଷଣା କରାଯାଇଛି । ଖୁବଶୀଘ୍ର ଓଟିଇଟି ହେବ ବୋଲି ଜଣାଇଲା ବୋର୍ଡ । ପୂର୍ୱରୁ ଓଟିଇଟି ପ୍ରଶ୍ମ ପତ୍ର ଲିକ ମାମଲାରେ କ୍ରାଇମ ବ୍ରାଞ୍ଚ ଅଭିଯୁକ୍ତକୁ ଧରି ଜେରା କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking