29.1 C
Bhubaneswar
Monday, May 11, 2026
Homeଓଡିଶାଭାଇରାଲ୍ ଘଟଣାର ତଦନ୍ତ ହେବ: ପୁରୀ ଏସ୍ପି

ଭାଇରାଲ୍ ଘଟଣାର ତଦନ୍ତ ହେବ: ପୁରୀ ଏସ୍ପି

ପୁରୀ: ବଳଙ୍ଗା ପୀଡ଼ିତାଙ୍କ ବୟାନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ଘଟଣାକୁ ନେଇ ପୁରୀ ଏସ୍‌ପି ପୀନାକ ମିଶ୍ର ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏସ୍‌ପି କହିଛନ୍ତି, ଏହି ସମ୍ବେଦନଶୀଳ ଘଟଣାର ଭିଡିଓ କିଏ ଓ କାହିଁକି ଭାଇରାଲ୍‌ କଲେ, ତାହାର ଅନୁସନ୍ଧାନ ଚାଲିଛି। ସାଇବର ଟିମ୍‌ ଓ କ୍ରାଇମବ୍ରାଞ୍ଚ ସହଯୋଗରେ ତଦନ୍ତ କରାଯାଉଛି। ଏସ୍‌ପି ମିଶ୍ର କହିଛନ୍ତି, ଏଭଳି ଘଟଣାରେ ଭିଡିଓ ଭାଇରାଲ୍‌ କରାଯିବ ଅନୁଚିତ। ପୀଡ଼ିତାଙ୍କ ବୟାନ ଆଇନ ଅନୁଯାୟୀ ମାଜିଷ୍ଟ୍ରେଟଙ୍କ ଆଗରେ ରେକର୍ଡ କରାଯାଇଛି। ତଦନ୍ତ ଶେଷ ପର୍ଯ୍ୟାୟରେ ରହିଛି ଏବଂ ଶୀଘ୍ର କୋର୍ଟକୁ ଅବଗତ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking