13.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶ୧୦୯୦ ଜଣଙ୍କୁ ମିଳିବ ପୋଲିସ ସେବା ପଦକ

୧୦୯୦ ଜଣଙ୍କୁ ମିଳିବ ପୋଲିସ ସେବା ପଦକ

ନୂଆଦିଲ୍ଲୀ: ଦେଶର ମୋଟ ୧୦୯୦ ଜଣଙ୍କୁ ମିଳିବ  ପୋଲିସ ସେବା ପଦକ । ବିଶିଷ୍ଟ ସେବା, ଓ ସାହସିକତା,ପ୍ରଶଂସନୀୟ ସେବା ପାଇଁ ମିଳିବ ପଦକ । ୨୩୩ ଜଣଙ୍କୁ ମିଳିବ ସାହସିକତା ପଦକ । ୨୨୬ ପୋଲିସ ଓ ୬ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ସାହସିକତା ପଦକ ମିଳିବ । ବିଶିଷ୍ଟ ସେବା ପାଇଁ ୯୯ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ ।   ପ୍ରଶଂସନୀୟ ସେବା ପାଇଁ ୭୫୮ ଜଣଙ୍କୁ ମିଳିବ ପଦକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking