ସମ୍ବଲପୁର: ବରଗଡ ଫିରିଙ୍ଗମାଲ ଘଟଣା ପରେ ଆକ୍ସନ ମୋଡ୍ରେ ପୋଲିସ । ସମ୍ବଲପୁର, ବରଗଡ, ଝାରସୁଗୁଡାରେ ପୋଲିସର ସଚେତନତା କାର୍ଯ୍ୟକ୍ରମ ଚାଲିଛି । ଆତ୍ମହତ୍ୟା ପ୍ରବଣତା ରୋକିବା ପାଇଁ କଲେଜମାନଙ୍କରେ କାର୍ଯ୍ୟକ୍ରମ କରାଯାଇଛି । ଜିଲ୍ଲାର ସବୁ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ସେମିନାର୍ କରୁଛନ୍ତି । ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କ ନିର୍ଦ୍ଦେଶରେ ଚାଲିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।










