16.1 C
Bhubaneswar
Saturday, December 6, 2025
Homeଓଡିଶାଆଜି ବିଶ୍ୱ ହସ୍ତୀ ଦିବସ

ଆଜି ବିଶ୍ୱ ହସ୍ତୀ ଦିବସ

ଭୁବନେଶ୍ୱର: ଆଜି  ବିଶ୍ୱ ହସ୍ତୀ ଦିବସ । ହାତୀଙ୍କ ସୁରକ୍ଷା ପାଇଁ  ସଚେତନ କରିବା ଉଦ୍ଦେଶ୍ୟରେ  ପ୍ରତିବର୍ଷ ଆଜିର ଦିନରେ ପାଳନ ହେଉଛି ବିଶ୍ୱ ହାତୀ ଦିବସ ।  ନନ୍ଦନକାନରେ ପ୍ରାଣୀ ଉଦ୍ୟାନରେ  ପାଳନ ହେଉଛି ହାତୀ ଦିବସ । ହାତୀଙ୍କୁ  ଦିଆଯାଉଛି ଭଳିକି  ଭଳି ଖାଦ୍ୟ । ନଡିଆ , ତରଭୁଜ, ଆଖୁ , ସେଓ ଠୁ ଆରମ୍ଭ କରି ପଇଡ  କଦଳୀ ପଯ୍ୟନ୍ତ ମନଖୁସି  ହେଲା ଭଳି ଖାଦ୍ୟ ଦିଆଯାଏ ।  ହାତୀ ମଣିଷ ଲଢେଇ ରୋକାଯିବା  ଉପରେ  ଦିଆଯାଇଛି ସଚେତନତା ବାର୍ତ୍ତା । ସ୍ୱତନ୍ତ୍ର କାଯ୍ୟକ୍ରମରେ ମାହୁନ୍ତଙ୍କୁ ପୁରଷ୍କୃତ କରାଯିବ । ଏବଂ ନନ୍ଦନ କାନନରେ ୪ଟି ହାତୀ  ଓ ଚନ୍ଦକା ଗୋଡିବାଲିର  କୁମାର ଖୁଣ୍ଟି ହାତୀ ଶାଳରେ ୮ଟି ପୋଷା ହାତୀ ରହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking