14.1 C
Bhubaneswar
Saturday, December 6, 2025
Homeଓଡିଶାରାକ୍ଷୀରେ ଛାତ୍ରୀଙ୍କୁ ଦୁଷ୍କର୍ମ

ରାକ୍ଷୀରେ ଛାତ୍ରୀଙ୍କୁ ଦୁଷ୍କର୍ମ

କେନ୍ଦ୍ରାପଡା : କେନ୍ଦ୍ରାପଡା ରାଜନଗରରେ ଚାଞ୍ଚଲ୍ୟ  । ରାକ୍ଷୀରେ ଛାତ୍ରୀଙ୍କୁ ଦୁଷ୍କର୍ମ । ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି ।  ରାକ୍ଷୀ ପୂଣ୍ଣିମା ଦିନ ପିଉସା ଘରକୁ ଆସିଥିଲେ  ଛାତ୍ରୀ । ପିଉସା ଘରକୁ ଆସିଥିବା ସ୍ଥାନରେ  କୋଲ୍‌ଡ୍ରିଙ୍କସରେ ନିଶା ଦେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାରେ ପିଉସାଙ୍କ ସମେତ ୫ ଜଣଙ୍କୁ ଉଠାଇ ନେଇ ଥାନାରେ   ଅଟକ ରଖିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି  ରାଜନଗର ଆଇଆଇସି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking