24.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶଦେହ ସୁଖ ପାଇଁ ଝିଅର ଜୀବନ ନେଲା ମା’

ଦେହ ସୁଖ ପାଇଁ ଝିଅର ଜୀବନ ନେଲା ମା’

ତ୍ରିପୁରା: ପର ପୁରୁଷ ସହ ସମ୍ପର୍କ ହୋଇଗଲା ସବୁକିଛି। ଅନ୍ଧ ହୋଇଗଲା ମା’। ଅବୈଧ ସମ୍ପର୍କ ପାଇଁ ୫ ମାସ ଝିଅକୁ ବି ଛାଡ଼ିଲାନି ମା’। କଥାରେ ଅଛି ମା’ର ଛୁଆ ଜୀବନ ହୋଇଥାଏ। ହେଲେ ଦେହ ସୁଖ ପାଇଁ ସବୁ କିଛି ସାରି ଦେଲା ମା’। ପର ପୁରୁଷ ପାଇଁ ନିଜ ପରିବାରୁ କୁ ନିଜ ହାତରେ ଛାରଖାର କରିଦେଲା ମା’। ପାଲଟିଗଲା ପିଶାଚିନୀ। ତ୍ରିପୁରା ସିହାହୀ ଜିଲ୍ଲାରେ ମମତା ଆଗରେ ପ୍ରେମ ହୋଇଗଲା ନିଜର। ପର ପୁରୁଷ ପାଇଁ ନିଜ ହାତରେ ନିଜ ୫ ମାସର ଝିଅକୁ ମାରିଦେଲା ମା’। ସ୍ୱାମୀ ନଥିବା ବେଳେ ଝିଅକୁ ମୃତ୍ୟୁ ମୁହଁକୁ ଠେଲି ଦେଲା ମା’। ପୋଲିସ ଅଧିକାରୀ କହିଛନ୍ତିି ମୃତ ୫ ମାସର ଝିଅଙ୍କ ଦାଦାଙ୍କ ଅଭିଯୋଗ ପରେ ଏହି ଅଭିଯୋଗ ଗ୍ରହଣ କରାଯାଇଛି। ମହିଳାଙ୍କ ହେପାଜତକୁ ନେଇ ପଚରାଉଚରା କରାଯାଇଛି। ପୋଲିସ ପକ୍ଷରୁ କୁହାଯାଇଛି କି ଝିଅର ମୃତ୍ୟୁ ସେତେବେଳେ ହୋଇଥିଲା ଯେତେବେଳେ ଝିଅର ବାପା ଅର୍ଥାତ ମହିଳାଙ୍କ ସ୍ୱାମୀ ବାହାରେ କାମ କରୁଥିଲେ। ଘଟଣା ନେଇ ଖବର ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେଠି ଦେଖିଥିଲେ ଖଟରେ ମୃତ ଝିଅ ପଡ଼ି ରହିଛି। ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ କରିବାକୁ ପୋଲିସ ପଠାଇଛି। ଆଜି ଅର୍ଥାତ ସୋମବାର ଝିଅକୁ ବ୍ୟବଚ୍ଛେଦ କରାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଝିଅର ମୃତ୍ୟୁ କାରଣ ଜଣାପଡ଼ିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking