14.1 C
Bhubaneswar
Saturday, December 6, 2025
Homeଓଡିଶାବରଗଡ ପୀଡିତାଙ୍କ ମୃତ୍ୟୁ : ୨ ଅଟକ

ବରଗଡ ପୀଡିତାଙ୍କ ମୃତ୍ୟୁ : ୨ ଅଟକ

ବରଗଡ:  ବରଗଡ ପୀଡିତାଙ୍କ ମୃତ୍ୟୁ ଘଟଣାରେ ବଡ ଅପଡେଟ ପୁଣି ସାମ୍ନାକୁ ଆସିଛି ।  ନାବାଳିକା ପୀଡିତାଙ୍କ ମୃତ୍ୟୁ ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି ।  ଗାଏସିଲେଟ ଥାନାରେ  ୨ ଜଣଙ୍କୁ ଅଟକ ରଖିଛି ପୋଲିସ । ସଂପର୍କୀୟ  ଅଜା ଓ ଜଣେ ଦୋକାନୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।  କିଛି ସମୟ ପୂର୍ୱରୁ ଆଇଜି, ହିମାଂଶୁ ଲାଲ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପରିବାର ଲୋକଙ୍କ  ବୟାନ ରେକର୍ଡ କରାଯାଇଥିଲା । ପାରିବାରିକ କଳହରୁ ଘଟଣାରୁ ଏହା ଘଟିଛି କହିଲେ ହିମାଂଶୁ ଲାଲ । ପୀଡିତାଙ୍କ ମାମୁ ଝିଅ ପୋଲିସର ପଚରାଉଚରା ବେଳେ ଅସୁସ୍ଥ ରହିଛି ।  ପୋଲିସର ପଚରାଉଚରା ବେଳେ ଚେତା ହରାଇଥିବା ସୂଚନା ମିଳିଥିଲା ।

ବରଗଡ ପୀଡିତାଙ୍କ ମୃତ୍ୟୁ ; ପାରିବାରିକ ଘଟଣା: ହିମାଂଶୁ ଲାଲ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking