27.1 C
Bhubaneswar
Wednesday, February 4, 2026
Homeଓଡିଶାଗଛରେ ଫାଶୀ ଲଗାଇ ଝୁଲିପଡ଼ିଲେ ଛାତ୍ର

ଗଛରେ ଫାଶୀ ଲଗାଇ ଝୁଲିପଡ଼ିଲେ ଛାତ୍ର

କୋରାପୁଟ : ଗଛରେ ଫାଶୀ ଲଗାଇ ଝୁଲିପଡ଼ିଲେ ଛାତ୍ର। କୋରାପୁଟ ଜିଲା ଜୟପୁର ଅନ୍ତର୍ଗତ ପାରାବେଡ଼ା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମୃତ ଛାତ୍ର ଜଣକ ହେଲେ ରତନ ଶର୍ମା ଏବଂ ତାଙ୍କ ବୟସ ୧୬ ବର୍ଷ। ରତନ ଶନିବାର ବିଳମ୍ବିତ ରାତିରେ ଏଭଳି ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି। କ’ଣ ପାଇଁ ସେ ଆତ୍ମହତ୍ୟା କଲେ ତାହା ଜଣାପଡ଼ି ନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking