ଭୁବନେଶ୍ୱର: ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବ ନା ନାହିଁ ଚର୍ଚ୍ଚା ପ୍ରସଙ୍ଗ । ବିଜେଡି ସମର୍ଥନକରିବ କି ନାହିଁ ଆଗ ନିଷ୍ପତ୍ତି ନେଉ କହିଲେ ଜୟନାରାୟଣ ମିଶ୍ର । ତାପରେ ଦେଖିବା କେତେ ସାଂସଦ ସପକ୍ଷରେ ଦେଉଛନ୍ତି ଭୋଟ । ତାଙ୍କ ସାଂସଦ ତାଙ୍କ ନିୟନ୍ତ୍ରଣରେ ନାହାନ୍ତି ।