18.1 C
Bhubaneswar
Saturday, December 6, 2025
Homeଓଡିଶା କ’ଣ ସେଓ ଖାଇବା ଦ୍ୱାରା ରକ୍ତରେ ଶର୍କରା ବୃଦ୍ଧି ପାଏ କି ଜାଣନ୍ତୁ..

 କ’ଣ ସେଓ ଖାଇବା ଦ୍ୱାରା ରକ୍ତରେ ଶର୍କରା ବୃଦ୍ଧି ପାଏ କି ଜାଣନ୍ତୁ..

ଭୁବନେଶ୍ୱର: ସୁସ୍ଥ ରହିବା ପାଇଁ ଫଳ ଖାଇବା ଆବଶ୍ୟକ । ଆପଲ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି  ବିବେଚନା କରାଯାଏ ।  ଏଥିରେ ଅନେର ପ୍ରକାରର ଭିଟାମିନ ଏବଂ ପୋଷକ ତତ୍ତ୍ୱ  ରହିଛି ଯାହା ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ।  ସେଓ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ବୃଦ୍ଧି କରାଏ ।  ଆପଲର ଗ୍ଲାଇସେମିକ ଇଣ୍ଡେକ୍ସ କମ ଥାଏ, ଯାହାର ଅର୍ଥ ହେଉଛି ଏହା ରକ୍ତରେ ଶର୍କରା ସ୍ତର ବୃଦ୍ଧି କରେ ନାହିଁ । ଏଥିରେ ଗ୍ଲାଇସେମିକ ଇଣ୍ଡେକ୍ସ କମ ଥାଏ ।  ଆପଲରେ ଥିବା ଫାଇବର ରକ୍ତ ସଞ୍ଚାଳନରେ ଚିନିର ଅବଶୋଷକୁ ଧୀର କରିବାରେ ସାହାଯ୍ୟ କରେ । ଯାହା ରକ୍ତ ଗ୍ଲୁକୋଜ ଉପରେ ପ୍ରଭାବକୁ ମଧ୍ୟ ହ୍ରାସ କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking