30.1 C
Bhubaneswar
Thursday, February 12, 2026
Homeଓଡିଶାସାମାନ୍ୟ ବଚସାରୁ ଛୁରାମାଡ: ଜଣେ ମୃତ

ସାମାନ୍ୟ ବଚସାରୁ ଛୁରାମାଡ: ଜଣେ ମୃତ

ଭବାନୀପାଟଣା:  ସାମାନ୍ୟ  ବଚସାରୁ ଛରାମାଡରେ ଜଣଙ୍କ ମୃତ୍ୟୁ ହୋଇଛି ।  ଭବାନୀପାଟଣା  ପୌରପରିଷଦ କାଯ୍ୟାଳ୍ୟ ନିକଟରେ  ଛୁରାମାଡ ହୋଇଛି ।  ଚା ଦୋକାନରେ ସାମାନ୍ୟ ବଚସାରୁ ଛୁରାମାଡ ହୋଇଥିବା ସୂଚନା ମିଳିଛି ।  ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking