ଭୁବନେଶ୍ୱର: ଖୁବଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ । ୧୦ ବିଭାଗର ଗ୍ରୁପସି,ର ୨୨ ହଜାର ୮୯୬ ପଦବୀ ପୂରଣ ହେବ । ଅଗଷ୍ଟ ୩୧ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ସାରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସର୍ୱାଧିକ ୮୩୫୮ ପଦବୀ ରହିଛି । ପଞ୍ଚାୟତିରାଜ ବିଭାଗର ୪୦୪୨, ସ୍ୱାସ୍ଥ୍ୟ ବିଭାଗର ୩୬୭୭ ପଦବୀ ରହିଛି । ୧୦ ବିଭାଗରେ ଏବେ ଖାଲି ପଡିଛି ୪୪ ହଜାର ୯୦୯ ପଦବୀ ।










