25.1 C
Bhubaneswar
Saturday, December 6, 2025
Homeଓଡିଶାମାଓ ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ: ଏଡିଜି

ମାଓ ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ: ଏଡିଜି

ଭୁବନେଶ୍ୱର: ଆଇଡି ବିସ୍ଫୋରଣକୁ ନେଇ ରେଞ୍ଜଡାରେ ଏଡିଜିଙ୍କ ସ୍ଥିତି ଅନୁଧ୍ୟାନ । ସ୍ଥିତି ଅନୁଧ୍ୟାନ ପରେ ଅତିରିକ୍ତ ଡିଜି ସଞ୍ଜୀବ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି ।  ରାଉରକେଲା ପୋଲିସ ଜିଲ୍ଲାରେ ୩ ମାସରେ  ମାଓ କାଯ୍ୟକଳାପ ବଢିଛି । ୨୦୧୮ ମସିହା ପରଠୁ ଏଠାରେ ମାଓ  ଗତିବିଧି ନଥିଲା , ଏବେ  ବଢିଛି । ବ୍ଲୁ ପ୍‌ରିଣ୍ଟ ପ୍ରସ୍ତୁତ କରିଛୁ , ଅଧିକ ଏସଓଜି ଓ ପୋଲିସ ଫୋର୍ସ  ପଠାଇବୁ ।  ଝାଡଖଣ୍ଡ ପୋଲିସ ସହ ମିଶି  ମାଓ ମୁକାବିଲା ପାଇଁ ପ୍ରସ୍ତୁତ କରିଛୁ । ଅଧିକ କ୍ୟାମ୍ପ କରିବୁ, ଗୁଇନ୍ଦା ନେଟୱର୍କକୁ ଆହୁରି ଶକ୍ତିଶାଳୀ କରିବୁ ।

https://www.youtube.com/watch?v=b1NIaBfX9rE&t=1s

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking