21.1 C
Bhubaneswar
Monday, December 8, 2025
Homeଓଡିଶାମହାନଦୀ ଜଳ ବିବାଦ ସମାଧାନ ନେଇ ଆଶାବାଦୀ: ଏଜି ପୀତାମ୍ବର

ମହାନଦୀ ଜଳ ବିବାଦ ସମାଧାନ ନେଇ ଆଶାବାଦୀ: ଏଜି ପୀତାମ୍ବର

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଏଜି ପୀତାମ୍ବର ଆଚାଯ୍ୟ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି,  କୌଣସି ଜଳ ବିବାଦ  ଟ୍ରିବ୍ୟୁନାଲ ଦ୍ୱାରା ସାମାଧାନ ହୋଇନି । ଆଗକୁ ୧୦ ବର୍ଷ ଟ୍ୱିବ୍ୟୁନାଲରେ ମାମଲା ଚାଲିଲେ ବି ସମାଧାନ ଆଶା କ୍ଷୀଣ ରହିଛି ।  ଉଭୟ ରାଜ୍ୟ ଆପୋସ ସମାଧାନରେ ଉଦ୍ୟମ କରୁଥିବାରୁ ଟ୍ରିବ୍ୟୁନାଲ ଖୁସି । ଆପୋସ ସମାଧାନ ଉଦ୍ୟମ କଥା ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯାଇଛି । ଓଡିଶାର ଆନ୍ତରିକତା ପାଇଁ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ପ୍ରଶଂସା କରିଛନ୍ତି ।  ଦେଶର ଗୃହମନ୍ତ୍ରୀ ମଧ୍ୟ ଏଥିରେ ହସ୍ତକ୍ଷେପ କରିଛନ୍ତି ।  ରାଜନୈତିକ ନେତୃତ୍ୱ ୨ ରାଜ୍ୟର ଅଫିସରଙ୍କୁ ନେଇ ସମାଧାନ ପାଇଁ ଆଶାବାଦୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking