କୋଣାର୍କ: ପ୍ରତି ପଞ୍ଚାୟତରେ ହେବ ଜଗନ୍ନାଥ ବଟିକା । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ରଥକାଠ ଅଭାବକୁ ପୂରଣ କରିବ ଜଗନ୍ନାଥ ବାଟିକା । ନିମାପଡାରେ ୧୦୫ ଏକର ସରକାରୀ ଜମି ଚିହ୍ନଟ ହୋଇଛି ।