34.1 C
Bhubaneswar
Saturday, May 9, 2026
Homeଓଡିଶାଜେଲ୍‌ରୁ ବାହାରିଲେ ଧିମାନ ଚକ୍‌ମା

ଜେଲ୍‌ରୁ ବାହାରିଲେ ଧିମାନ ଚକ୍‌ମା

ଭବାନୀପାଟଣା: ଭବାନୀପାଟଣା ଜେଲ୍‌ରୁ ବାହାରିଲେ ଆଇଏଏସ୍ ଧିମାନ ଚକ୍‌ମା। ୪୦ ଦିନ ପରେ ଜେଲ୍‌ରୁ ବାହାରିଲେ ଧିମାନ ଚକ୍‌ମା। କ୍ରସର୍ ମାଲିକଙ୍କଠାରୁ ୧୦ ଲକ୍ଷ ଲାଞ୍ଚ ନେଇ ଗିରଫ ହୋଇଥିଲେ। ସର୍ତ୍ତମୂଳକ ଜାମିନ୍‌ରେ ଧିମାନ ଚକ୍‌ମା ଜେଲରୁ ବାହାରିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking