19.1 C
Bhubaneswar
Wednesday, February 11, 2026
Homeଓଡିଶାକ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତକ୍ଷେପଣ

କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତକ୍ଷେପଣ

ଭୁବନେଶ୍ୱର: ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତକ୍ଷେପଣ ହୋଇଛି । ଅବଦୁଲ କଲାମ ଆଇଲାଣ୍ଡରୁ ସକାଳ ୯.୩୫ ମିନିଟରେ ଉତକ୍ଷେପଣ ହେଇଛି । ଡିଆରଡିଓ ଦ୍ୱାରା ବିକଶିତ ଏହାର ଲକ୍ଷ୍ୟଭେଦ କ୍ଷମତା ୧୫୦- ୫୦୦ କିମି ରହିଛି । ଅତ୍ୟାଧୁନିକ ନାଭିଗେସନ ସିଷ୍ଟମ ସହ ଭୁପୃଷ୍ଠରୁ ଭୁପୃଷ୍ଠକୁ ଟାର୍ଗେଟ କରିଥାଏ । ଏହି ଉତ୍କ୍ଷେପଣକୁ ପ୍ରମୁଖ ପ୍ରତିରକ୍ଷା ଅଧିକାରୀ ଏବଂ ବୈଜ୍ଞାନିକମାନେ ପର୍ଯ୍ୟବେକ୍ଷଣ ଏବଂ ସମନ୍ୱୟ କରିଥିଲେ, ଯାହା ଭାରତର ଆତ୍ମନିର୍ଭରଶୀଳ ରଣନୈତିକ ପ୍ରତିରକ୍ଷା ଭିତ୍ତିଭୂମି ଆଡ଼କୁ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଭାବରେ ଚିହ୍ନିତ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking