କଟକ: ମାନସିକ ଚାପ କାରଣରୁ ଜୀବନ ହାରିଲେ ଯୁବତୀ । ମୁଣ୍ଡମାଳ ଗଉଡ ସାହିରେ ଅଭାବନୀୟ ଘଟଣା ଘଟିଛି । ଉପରିସ୍ଥ ଅଧିକାରୀଙ୍କ ପାଇଁ ମାନସିକ ଚାପରେ ଥିବା ନେଇ ସୁଇସାଇଡ ନୋଟରେ ଉଲ୍ଲେଖ କରାଯାଇଛି । ଯୁବତୀ ଜଣଙ୍କ ଏକ ଫାଇନାନ୍ସ କମ୍ପାନୀରେ କାଯ୍ୟରତ କର୍ମଚାରୀ ଥିଲେ । ଖବର ପାଇ ଘଟଣାସ୍ଥଳରେ ଚୌଦାର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।










