କେନ୍ଦୁଝର: ଲଗାତାର ବର୍ଷା ଫଳରେ ବୈତରଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଏହି ସମୟରେ ଏକ ବଡ ଅଘଟଣର ଖବର ସାମ୍ନାକୁ ଆସିଛି। ବୈତରଣୀ ବନ୍ୟା ପାଣିରେ ଭାସିଗଲେ ଯୁବକ । ଶୌଚ ହେବାକୁ ଯାଇଥିବାବେଳେ ଭାସିଗଲେ । ଶୌଚ ହେବାକୁ ଯାଇଥିବାବେଳେ ଭାସିଗଲେ । ନିଖୋଜ ଯୁବକ ଚାନ୍ଦକୁଡା ଗାଁର ସନ୍ତୋଷ ଜେନା ।