25.1 C
Bhubaneswar
Friday, December 12, 2025
Homeଓଡିଶାବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡ ଶେଷ

ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡ ଶେଷ

ଭୁବନେଶ୍ୱର: ପୁରୀର ବଳଙ୍ଗାରେ ନାବାଳଇକାଙ୍କୁ ୩ ଦିର୍ବୃତ୍ତ ଜାଳିଦେବା ଘଟଣା । ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡିତାଙ୍କ ସରିଲା ବୟାନ ରେକର୍ଡ । କାଲି ଦିଲ୍ଲୀରୁ ଫେରିବେ ବଳଙ୍ଗା ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ । ବୟାନ ରେକର୍ଡ ବେଳର ଭିଡିଓ କରାଯାଇଛି । ଅଧିକାରୀଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରାଯାଇଛି । ଦିଲ୍ଲୀ ଏମ୍ସର ଜଣେ ଡାକ୍ତର, ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରାଯାଇଛି । ବଳଙ୍ଗା ଥାନା ମହିଳାଏଏସଆଇ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । କ୍ରାଇମବ୍ରାଞ୍ଚ ଅଧିକାରୀ, ପୀଡିତାଙ୍କ ପରିବାରର ଜଣେ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking