25.1 C
Bhubaneswar
Thursday, February 5, 2026
Homeଓଡିଶାରାସ୍ତାବାଡ ଭଙ୍ଗା ଘଟଣା: କାର୍ଯ୍ୟାନୁଷ୍ଠାନ ହେବ

ରାସ୍ତାବାଡ ଭଙ୍ଗା ଘଟଣା: କାର୍ଯ୍ୟାନୁଷ୍ଠାନ ହେବ

ଭୁବନେଶ୍ୱର: ଛାତ୍ର କଂଗ୍ରେସ  ଆନ୍ଦୋଳନ ବେଳେ  ରାସ୍ତାବାଡ ଭାଙ୍ଗିବା ଘଟଣାରେ ଆଇନଗତ କାଯ୍ୟାନୁଷ୍ଠାନ  ନିଆଯିବ କହିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ବିଚାର ବିମର୍ଶ ପରେ କାର୍ଯ୍ୟାନୁଷ୍ଠାନ ନେବ ବିଭାଗ । ସରକାରୀ  ସମ୍ପତ୍ତି ନଷ୍ଟ କରିଥିବାରୁ କାର୍ଯ୍ୟାନୁଷ୍ଠାନ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking