20.1 C
Bhubaneswar
Sunday, February 8, 2026
Homeଓଡିଶାକଂଗ୍ରେସର ଦୋମୁହାଁ ନୀତି: ଅଭିଳାଷ

କଂଗ୍ରେସର ଦୋମୁହାଁ ନୀତି: ଅଭିଳାଷ

ଭୁୁବନେଶ୍ୱର: ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି । କହିଛନ୍ତି , କଂଗ୍ରେସର ଦୋମୁହାଁ ନୀତି ସ୍ପଷ୍ଟ ବାରି ହେବ ।  ବହୁ ଅପରାଧିକ ମାମଲାରେ  ଜଡିତ ଥିଲେ ଉଦିତ ।  ଡକାୟତି , ଭଣ୍ଡାଇବା ଭଳି  ମାମଲାରେ   ସମ୍ପୃକ୍ତ । ସବୁ ଜାଣି ଦଳ କେମିତି ଦାୟିତ୍ୱ ଦେଇଥିଲା ।  ନୈତିକତା ଦୃଷ୍ଟିରୁ  ନିଜେ ଭକ୍ତ ଦାସ  ଇସ୍ତଫା ଦିଅନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking