24.1 C
Bhubaneswar
Wednesday, February 4, 2026
Homeଓଡିଶାଓଡ଼ିଶାରେ କୁପୋଷଣ ମୁକ୍ତ ଭାରତ ଆରମ୍ଭ !

ଓଡ଼ିଶାରେ କୁପୋଷଣ ମୁକ୍ତ ଭାରତ ଆରମ୍ଭ !

ଭୁବନେଶ୍ୱର: ଓଡ଼ିଶାରେ ‘କୁପୋଷଣ ମୁକ୍ତ ଭାରତ’ ଯୋଜନା ଶୁଭାରମ୍ଭ ହୋଇଯାଇଛି । ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସୁଭଦ୍ରା ଭବନଠାରେ ହେଲା ଶୁଭାରମ୍ଭ। ୨ ଶହ ‘ପୋଷଣ କିଟ୍‌’ ବଣ୍ଟନ କଲେ ଉପମୁଖ୍ୟମନ୍ତ୍ରୀ କେଭି। ରାଜ୍ୟର ୧୭ ହଜାର ମହିଳା ଓ ଶିଶୁକୁ ପୋଷଣ କିଟ୍ ବଣ୍ଟାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking