15.1 C
Bhubaneswar
Monday, December 15, 2025
Homeଓଡିଶାନାବାଳିକା ପୋଡି: ଏମ୍ସରେ କଂଗ୍ରେସ ଟିମ

ନାବାଳିକା ପୋଡି: ଏମ୍ସରେ କଂଗ୍ରେସ ଟିମ

ଭୁବନେଶ୍ୱର: ପିପିଲି ବଳଙ୍ଗାରେ  ନାବାଳିକାକୁ ନିଆଁ ଲଗାଇଦେବା ଘଟଣାରେ ଏମ୍ସରେ ଚିକିତ୍ସାଧୀନ ଛାତ୍ରୀଙ୍କୁ ଭେଟିଲା କଂଗ୍ରେସ ଟିମ । ସ୍ୱାସ୍ଥ୍ୟାବସ୍ଥା  ପଚାରି ବୁଝିଲେ  ପରିବାର ଲୋକଙ୍କ ସହ ଆଲୋଚନା କଲେ ।  ବରିଷ୍ଠ ପ୍ରତିନିଧି ଦଳ ଘଟଣାର ଅନୁଧ୍ୟାନ କରିଛନ୍ତି ।  ଶ୍ରୀକାନ୍ତ ଜେନା , ଜୟଦେବ ଜେନା, ଦେବାଶିଷ ପଟ୍ଟନାୟକ ଅନନ୍ତ ସେଠୀ  ଏମ୍ସରେ ପହଞ୍ଚିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking