29.1 C
Bhubaneswar
Thursday, May 7, 2026
Homeଓଡିଶାପୁରୀ ସମୁଦ୍ରରେ ଯୁବକ ନିଖୋଜ

ପୁରୀ ସମୁଦ୍ରରେ ଯୁବକ ନିଖୋଜ

ପୁରୀ: ଗାଧୋଉଥିବା ବେଳେ ସମୁଦ୍ରରେ ବୁଡି ଯୁବକ ନିଖୋଜ । ଦିଗବାରେଣି ଖୁଣ୍ଟି ୪ନଂ ଲେନ୍ ନିକଟ ବେଳାଭୂମିରେ ଅଘଟଣ ଘଟିଛି । ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ବୁଡିଗଲେ ଯୁବକ । ଗାଧୋଇବା ବେଳେ ଭାସିଗଲେ ଭଦ୍ରକର ରୁଦ୍ରପ୍ରତାପ ସାହୁ । ୨ଟି ଲାଇଫ୍‌ଗାର୍ଡ ଟିମ ଦ୍ୱାରା ଖୋଜାଖୋଜି ଜାରି ରହିଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking