31.1 C
Bhubaneswar
Monday, June 1, 2026
Homeଓଡିଶାପରିବା ମାର୍କେଟରେ ଅଗ୍ନିକାଣ୍ଡ

ପରିବା ମାର୍କେଟରେ ଅଗ୍ନିକାଣ୍ଡ

ପାରାଦୀପ: ପରିବା ମାର୍କେଟରେ ଲାଗିଲା ନିଆଁ। ହୁତୁ ହୁତୁ ହୋଇ ଜଳିଗଲା ପରିବା ଦୋକାନ। ପାରାଦୀପ ବଡ଼ପଡ଼ିଆ ପରିବା ମାର୍କେଟରେ ଏହି ଅଗ୍ନିକାଣ୍ଡ ଘଟିଥିବାବେଳେ ଜଳିଗଲା ୭ଟି ପରିବା ଦୋକାନ। ଏହି ଅଗ୍ନିକାଣ୍ଡ ପାଇଁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଛି, ଯାହାକୁ ନେଇ ଚିନ୍ତାରେ ପରିବା ଦୋକାନୀ। ଏହି ନିଆଁ ବିଳମ୍ବିତ ରାତିରେ ଲାଗିଥିବାରୁ ଏହାର କାରଣ ଅସ୍ପଷ୍ଟ ରହିଥିବାବେଳେ ନିଆଁକୁ ଆୟତ୍ତ କରିଛନ୍ତି ୨ଟି ଅଗ୍ନିଶମ ଟିମ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking