ନୂଆଦିଲ୍ଲୀ: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ପ୍ରେସମିଟ କରି ବର୍ଷିଲେ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା । କହିଛନ୍ତି, ପୀଡିତାଙ୍କ ଅଭିଯୋଗ ପରେ ବି ତଦନ୍ତ କଲେନି । ଏଚଓଡିଙ୍କୁ ଡାକି ପଚରାଉଚରା କରାଗଲାନି । ୧୧ ଦିନ ଧରି ପୀଡିତା ନ୍ୟାୟ ମାଗିଲେ । ଡବଲ ଇଞ୍ଜିନ ସରକାରରେ ଅପରାଧ ବଢିଲା । କଡା ଦଣ୍ଡବିଧାନ ସତ୍ଵେ ମାମଲା ବଢୁଛି । ୟୁପି , ବିହାର ଭଳି ଘଟଣା ଓଡିଶାରେ ଘଟୁଛି ।










