24.1 C
Bhubaneswar
Thursday, March 12, 2026
Homeଓଡିଶାବାଲେଶ୍ୱର ଘଟଣା: ଏଫଏମ କଲେଜରେ କ୍ରାଇମବ୍ରାଞ୍ଚସିଏଡବ୍ଲୁ ଟିମ୍‌

ବାଲେଶ୍ୱର ଘଟଣା: ଏଫଏମ କଲେଜରେ କ୍ରାଇମବ୍ରାଞ୍ଚସିଏଡବ୍ଲୁ ଟିମ୍‌

ବାଲେଶ୍ୱର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା । ଏଫଏମ କଲେଜରେ କ୍ରାଇମବ୍ରାଞ୍ଚର ସିଏଡବ୍ଲୁ ଓ ସିଡବ୍ଲୁର ୨ ଜଣିଆ ଟିମ୍ ପହଞ୍ଚିଛନ୍ତି । ଡିଏସପି ଓ ଅତିରିକ୍ତ ଏସପିଙ୍କୁ ନେଇ ଦୁଇ ଜଣିଆ ଟିମ୍ ପହଞ୍ଚଲେ । କ୍ରାଇମବ୍ରାଞ୍ଚ ଜିଡିଙ୍କ ନିର୍ଦ୍ଦେଶରେ ନିଜ ପକ୍ଷରୁ ନିରୀକ୍ଷଣ ପାଇଁ ପହଞ୍ଚିଲେ । ଘଟଣା ଉପରେ ଅନୁଧ୍ୟାନ କରିବୁ କହିଲେ ଡିସିପି ।

ବାଲେଶ୍ୱର ଘଟଣା: ଏନସିଡବ୍ଲୁଙ୍କ ହସ୍ତକ୍ଷେପ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking