13.1 C
Bhubaneswar
Sunday, December 7, 2025
Homeଓଡିଶାଡେଲାଙ୍ଗରେ ବାର୍ଡ ଫ୍ଲ୍ୟୁ ସ୍ପଷ୍ଟ

ଡେଲାଙ୍ଗରେ ବାର୍ଡ ଫ୍ଲ୍ୟୁ ସ୍ପଷ୍ଟ

ପିପିଲି: ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲ୍ୟୁ । ନମୁନା ପରୀକ୍ଷାରୁ ଆସିଲା ପଜିଟିଭ ରିପୋର୍ଟ । ଏଚ୫ଏନ୧ ଆଭିଏନ ଇନଫ୍ଲୁଏଞ୍ଜା ଭାଇରସ ପଜିଟିଭ ଚିହ୍ନଟ ହୋଇଛି । ଡେଲାଙ୍ଗର ବଡ ଆଙ୍କୁଲା ଗାଁ ଭାଇରସର ଏପିସେଣ୍ଟର ।  ଏପିସେଣ୍ଟରର ଏକ କିଲୋମିଟର ମଧ୍ୟରେ ହେବ କଲିଂ ।  କଲିଂ କେନ୍ଦ୍ରରୁ ୧୦ କି.ମି ମଧ୍ୟରେ ନଜର ରଖାଯିବ ।  ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ  କୁକୁଡା ଦୋକାନ  ଦୋକାନ ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking