25.1 C
Bhubaneswar
Thursday, March 26, 2026
Homeଓଡିଶାଚତୁର୍ଥ ଦିନରେ ଡ୍ରାଇଭରଙ୍କ ଆନ୍ଦୋଳନ ଜାରି

ଚତୁର୍ଥ ଦିନରେ ଡ୍ରାଇଭରଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର: ଚତୁର୍ଥ ଦିନରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ନିଜ ଜିଦରେ ସେମାନେ ଅଟଳ ରହିଛନ୍ତି । ଦାବି ପୂରଣ ନ ହେବା ଯାଏ, ଧର୍ମଘଟ ଜାରି ରହିବ ବୋଲି ସଫା ସଫା ଶୁଣାଇ ଦେଇଛି ସଂଘ। କୌଣସି ଯାତ୍ରୀବାହୀ ଗାଡ଼ି ଚାଲୁନି କି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ହୋଇପାରୁ ନାହିଁ । ସରକାର ଓ ଡ୍ରାଇଭରଙ୍କ ମଧ୍ୟରେ କିଛି ନୂଆ ଆଲୋଚନା ହୋଇ ନାହିଁ କିମ୍ଵା ସମାଧାନର ବାଟ ବାହାରି ପାରିନାହିଁ। ଆଗରୁ ପରିବହନ ମନ୍ତ୍ରୀ କହିଥିଲେ ଯେ, ଡ୍ରାଇଭର ସଙ୍ଘ ସଦସ୍ୟଙ୍କ ସହ ସେମାନଙ୍କ ଦାବି ନେଇ ଆଲୋଚନା ହୋଇଛି। ସେମାନଙ୍କ ଦାବି ପୂରଣ ଦିଗରେ କାର୍ଯ୍ୟ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking