21.1 C
Bhubaneswar
Tuesday, February 24, 2026
Homeଓଡିଶା୬ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ

୬ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ

ମାଲକାନଗିରି : କମ୍ବିଂ ଅପରେସନ ବେଳେ  ପୋଲିସକୁ ମିଳିଛି ବଡା ସଫଳତା । ଛତିଶଗଡ ସୁକୁମାରେ ଧରାପଡିଲେ ୬ ଜଣ ହାର୍ଡକୋର ମାଓବାଦୀ । କୋଣ୍ଟା ଥାନା ଅଞ୍ଚଳରୁ ୨ ଓ ବେଜି ଥାନା ଅଞ୍ଚଳରକୁ ୪ ଗିରଫ  ହୋଇଛନ୍ତି । ସୁରକ୍ଷାକର୍ମୀଙ୍କୁ ବଡ କ୍ଷତି ପହଞ୍ଚାଇବାକୁ ଯୋଜନା କରୁଥିଲେ ।  ୩ କେଜିର ଟିଫିନ ବୋମା, ୫ଟି ଡେଟୋନେଟର , ତାର ଇତ୍ୟାଦି ଜବତ କରାଯାଇଛି । ଗିରଫ ୨ ମାଓବାଦୀଙ୍କ ନାଁରେ ଥିଲା ୨ ଲକ୍ଷର ପୁରସ୍କାର ରାଶି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking