28.1 C
Bhubaneswar
Wednesday, March 4, 2026
Homeଓଡିଶାମନୋଜ ମହାନ୍ତି ଓପିଏସସି ସଦସ୍ୟ

ମନୋଜ ମହାନ୍ତି ଓପିଏସସି ସଦସ୍ୟ

ଭୁବନେଶ୍ୱର: ଆଇଏଏସ ମନୋଜ କୁମାର ମହାନ୍ତି ଓପିଏସସି ସଦ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ୬ ବର୍ଷ ପାଇଁ ନିଯୁକ୍ତି ଦେଲେ ରାଜ୍ୟ ସରକାର ।  ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ମନୋଜ ମହାନ୍ତି,  ପୂର୍ବରୁ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗରେ ସରକାରଙ୍କ ଅତିରିକ୍ତ ସଚିବ ଭାବରେ କାର୍ଯ୍ୟ କରିଥିଲେ, ସେ କାର୍ଯ୍ୟଭାର ଗ୍ରହଣ କରିବା ତାରିଖରୁ ଛଅ ବର୍ଷ କିମ୍ବା ବାଷଠି ବର୍ଷ ବୟସ ପର୍ଯ୍ୟନ୍ତ, ଯାହା ପୂର୍ବରୁ ହେବ, କାର୍ଯ୍ୟ କରିବେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking