26.1 C
Bhubaneswar
Wednesday, February 11, 2026
Homeଓଡିଶାକଇଁଛ ଦେହରେ ଜଗନ୍ନାଥଙ୍କ ଚିତ୍ର: ୨ ଗିରଫ

କଇଁଛ ଦେହରେ ଜଗନ୍ନାଥଙ୍କ ଚିତ୍ର: ୨ ଗିରଫ

ବରଗଡ: କଇଁଛ ଦେହରେ ଜଗନ୍ନାଥଙ୍କ ଚିତ୍ର ଆଙ୍କିଥିବାରୁ ୨ ଜଣ ଯୁବକ ଗିରଫ ହୋଇଛନ୍ତି । ବିଜେପୁର ଅଞ୍ଚଳରୁ ୨ ଯୁବକଙ୍କୁ ଗିରଫ ପରେ କୋର୍ଟଚାଲାଣ କଲା ବନ ବିଭାଗ । ବନ୍ୟାପ୍ରାଣୀ ଆଇନ ଆଧାରରେ ଗିରଫ କରି କୋର୍ଟ ଚାଲାଣ କଲା । ସୂଚନା ଅନୁସାରେ, ବାହୁଡା ଦିନ କଇଁଚ ପିଠିରେ ଶ୍ରୀ ଜଗନ୍ନାଥଙ୍କ ଚିତ୍ର ଆଙ୍କିଥିଲେ । କଇଁଚ ପିଠିରେ ଶ୍ରୀ ଜଗନ୍ନାଥଙ୍କ ଚିତ୍ର ଆଙ୍କି ରିଲ୍ସ କରିଥିଲେ । ରିଲ୍ସ ଭାଇରଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking