25.1 C
Bhubaneswar
Thursday, February 5, 2026
Homeଓଡିଶାଅସମ୍ଭବ ଆମ ଶବ୍ଦକୋଷରେ ନାହିଁ: ମନମୋହନ

ଅସମ୍ଭବ ଆମ ଶବ୍ଦକୋଷରେ ନାହିଁ: ମନମୋହନ

ଭୁବନେଶ୍ୱର: ପୁଣି ସଭାପତି ହେବା ପରେ ମନମୋହନ ସାମଲ ସମ୍ବୋଧନ କରିଛନ୍ତି । କହିଛନ୍ତି,  ମୋତେ ମିଳିଥିବା ଦାୟିତ୍ୱ ସଂଗଠନ କର୍ମକର୍ତ୍ତାଙ୍କର ।  କର୍ମକର୍ତ୍ତାଙ୍କ ପରିଶ୍ରମ ପାଇଁ ସାଇନ ବୋର୍ଡ ପାର୍ଟିରୁ ସରକାର କରିପାରିଛୁ ।  ୭୫ ହଜାର କିମି ରାସ୍ତା ନିର୍ମାଣ ସଂକଳ୍ପ ନେଇଛୁ ।  ଆମେ ଶୋଇବାନି କି ଶୁଆଇଦେବାନି । ଓଡିଶାର ସବୁ ସମସ୍ୟାର ସମାଧାନ କରିବା ।  ଅସମ୍ଭବ ଆମ ଶବ୍ଦକୋଷରେ ନାହିଁ । ୨୧ଟି ପ୍ରତିଶ୍ରୁତିରୁ ୧୧ଟି କାମ ପୂରଣ  କରିଛୁ । ୨୦୩୬,  ୨୦୪୭ରେ ବିଜେପି ସରକାର । ଓଡିଶାରେ ଲମ୍ବା ସମୟ ଶାସନ କରିବୁ ଦ୍ୱନ୍ଦ୍ୱ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking