14.1 C
Bhubaneswar
Sunday, December 7, 2025
Homeଓଡିଶାସରିଲା ରତ୍ନ ଭଣ୍ଡାର କାମ

ସରିଲା ରତ୍ନ ଭଣ୍ଡାର କାମ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର କାମ ସରିଲା । ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର କାମ ସରିଲା । ପାଖାପାଖି ୯୫ ଦିନ ସଂରକ୍ଷଣ ଓ ମରାମତି କାମ ଚାଲିଥିଲା । ୩୩୨ ଘଣ୍ଟାର ମରାମତି ଓ ସଂରକ୍ଷଣ କାମ ଚାଲିଥିଲା । ମୋଟ ୧୫ଟି ଷ୍ଟେନଲେସ ଷ୍ଟିଲ ବକ୍ସ ବିମ ଲଗାଯାଇଛି । ୫୨୦ ଛୋଟବଡ ପଥର ବଦଳ କରାଯାଇଛି । ଛାତକୁ ୱାଟର ପ୍ରୁଫ କରାଯାଇଛି । ଆଉ ଏବେ ପାଣି ଗଳିବ ନାହିଁ । ଡିସେମ୍ବର ୧୨ରୁ କାମ ଆରମ୍ଭ ହୋଇଥିଲା । ଏପ୍ରିଲ ୨୯ରୁ ମରାମତି କାମ ବନ୍ଦ ଥିଲା । ଠକୁର ରତ୍ନବେଦୀ ଛାଡିବା ପରେ ପୁଣି କାମ ଆରମ୍ଭ ହୋଇଥିଲା । ପଥର ବଦଳ କରାଯାଇଛି, ଚଟାଣକୁ ନୂଆ ଗ୍ରାନାଇଟ କରାଯାଇଛି । ଗଣତିମଣତି ପରେ ତାଲିକାକୁ ମେଳ କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଦେଲେ ସୂଚନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking