18.1 C
Bhubaneswar
Saturday, December 6, 2025
Homeଓଡିଶା୪ ହଜାର ଟଙ୍କା ପାଇଁ ହତ୍ୟା

୪ ହଜାର ଟଙ୍କା ପାଇଁ ହତ୍ୟା

ଖୋର୍ଦ୍ଧା: ବଧାପୋଖରୀ ନିକଟରେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ ହୋଇଛି । ୪ ହଜାର ଟଙ୍କା ପାଇଁ ଯୁବକଙ୍କୁ ହତ୍ୟା କରାଯାଇଥିବା ଏସପି ସୂଚନା ଦେଇଛନ୍ତି । ହତ୍ୟା ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ ସହ ୩ଟି ଗାଡି ଜବତ କରାଯାଇଛି । ମୃତକ ଜଟଣୀର, ୨ ଅଭିଯୁକ୍ତଙ୍କ ଠାରୁ ୪ ହଜାର ଟଙ୍କା ଉଧାର ନେଇଥିଲେ । ବାରମ୍ବାର ମାଗିବା ସତ୍ତ୍ୱେ ଟଙ୍କା ନଦେବାରୁ ଘରୁ ଉଠାଇ ଆଣି ହତ୍ୟା କରିଛି । ସୂଚନାଥାଉକି, ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା ପରେ ବଧାପୋଖରୀ ନିକଟରେ ଫିଙ୍ଗିଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking