16.1 C
Bhubaneswar
Saturday, December 6, 2025
Homeଓଡିଶାସ୍କୁଲ ବସ ଧକ୍କାରେ ମହିଳା ମୃତ

ସ୍କୁଲ ବସ ଧକ୍କାରେ ମହିଳା ମୃତ

ରାୟଗଡା:  ସ୍କୁଲ ବସ ଧକ୍କାରେ ମହିଳା ମୃତ । ଏନଏଚ ୩୨୬ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ଘଟିଛି ।  ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି  ବସ ସହ ଡ୍ରାଇଭରକୁ ଅଟକ ରଖିଛି । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।   ମୃତକଙ୍କ ପରିବାର ଲୋକଙ୍କ ମନରେ ଏନେଇ ଶୋକର ଛାୟା ଖେଳିଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking