20.1 C
Bhubaneswar
Saturday, December 6, 2025
Homeଓଡିଶା୬ରେ ଖୋଲିବ ହୀରାକୁଦ ଗେଟ

୬ରେ ଖୋଲିବ ହୀରାକୁଦ ଗେଟ

ସମ୍ବଲପୁର: ଆସନ୍ତା ୬ ତାରିଖରେ  ଖୋଲିବ ହୀରାକୁଦ  ଗେଟ ।  ଏନେଇ  ଡ୍ୟାମ ମୁଖ୍ୟ ଯନ୍ତ୍ରୀ  ସୁଶୀଲ କୁମାର ବେହେରା ସୂଚନା  ଦେଇଛନ୍ତି । ଚଳିତବର୍ଷର ପ୍ରଥମ ବନ୍ୟାଜଳ  ନିଷ୍କାସନ ହେବ ।  ପୂଜାର୍ଚ୍ଚନା   ପରେ  ସକାଳ ୧୦ରେ ଖୋଲିବ ଗେଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking