27.1 C
Bhubaneswar
Saturday, December 6, 2025
Homeଓଡିଶାସ୍କୁଟିକୁ ପିଟିଲା ଟ୍ରକ: ୨ ମୃତ

ସ୍କୁଟିକୁ ପିଟିଲା ଟ୍ରକ: ୨ ମୃତ

ରାଜଗାଙ୍ଗପୁର: ବରପାଲି ଟୋଲ ଗେଟ ପାଖରେ ମର୍ମାନ୍ତୁଦ ଦୁର୍ଘଟଣା ଘଟିଛି । ସ୍କୁଟିକୁ ପିଟିଲା ଟ୍ରକ, ଯାହା ଫଳରେ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୨ ଜଣଙ୍‌କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ ଡ୍ରାାିବର ଫେରାର ଥିବା ଜଣା ପଡିଛି । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking