19.1 C
Bhubaneswar
Wednesday, February 11, 2026
Homeଓଡିଶାବନ୍ୟା ପାଣିରେ ଭାସିଗଲେ ଯୁବକ

ବନ୍ୟା ପାଣିରେ ଭାସିଗଲେ ଯୁବକ

 ବାଲେଶ୍ୱର:  ବନ୍ୟା ପାଣିରେ  ଭାସି ଯାଇ ଯୁବକ ନିଖୋଜ ।  ବାଲିଆପାଳ ଥାନା କୁହ୍ଲା ଗାଁର ଯୁବକ ନିଖୋଜ ହୋଇଥିବା ସୂଚନା ମିଳିଛି ।  ଜାମକୁଣ୍ଡା ବଜାରକୁ ଯିବା ବେଳେ  ବନ୍ୟା ପାଣିରେ ଭାସିଗଲେ ।  ଘଟଣାସ୍ଥଳରେ ଓଡ୍ରାଫ ଟିମ , ତହସିଲଦାର ପହଞ୍ଚି ଖୋଜାଖୋଜି ଆରମ୍ଭ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking